ମୋବାଇଲ ଫାଟି ନାବାଳକ ଆହତ । ନବରଙ୍ଗପୁର ଝରିଗାଁ ବଡପାଲିଆ ଗାଁରେ ଘଟିଛି ଅଘଟଣ । ଗୁରତର ଅବସ୍ଥାରେ ନାବାଳକକୁ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ମୁହଁ ଓ ପେଟରେ ଆଘାତ ଲାଗିଛି। ଗାଁର ଲଛମନ ଭୁଞ୍ଜିଅ ନାମକ ଜଣେ ବ୍ୟକ୍ତି ନିଜ ମୋବାଇଲକୁ ସୋଲାର ବିଦ୍ୟୁତ୍‌ରେ ଚାର୍ଜ କରୁଥିବାବେଳେ ହଠାତ ମୋବାଇଲଟି ବିସ୍ଫେରୋଣ ଘଟିଥିଲା ।

LEAVE A REPLY

Please enter your comment!
Please enter your name here