ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜେଏମ୍‌ଏମ୍‌ ପକ୍ଷରୁ ବାଙ୍ଗିରିପୋଷି ଓ ରାଇରଙ୍ଗପୁରରୁ ୨ ପ୍ରାର୍ଥୀଙ୍କୁ ବଦଳା ଯାଇଛି। ତଦନୁଯାୟୀ, ବାଙ୍ଗିରିପୋଷିରେ ସୁନ୍ଦରମୋହନ ସିଂହଙ୍କ ସ୍ଥାନରେ ଫାଗୁ ହାଁସଦାଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ରାଇରଙ୍ଗପୁରରେ ସୁନାରାମ ଟୁଡ଼ୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here