ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ଖଗପତି ପ୍ରଧାନୀଙ୍କ ପୁତୁରା ସଦାଶିବ ପ୍ରଧାନୀ. ନାଲକୋରେ ଏଜିଏମ ଭାବେ କାର୍ଯ୍ୟ କରୁଥିବା ସଦାଶିବ ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି. ସଦାଶିବଙ୍କ ବାପା ନବରଙ୍ଗପୁର ଜିଲ୍ଲା ପରିଷଦର ପ୍ରଥମ ଅଧ୍ୟକ୍ଷ ଥିଲେ. ସଦାଶିବଙ୍କ ଯୋଗଦାନ ନବରଙ୍ଗପୁରରେ ଦଳକୁ ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି.

LEAVE A REPLY

Please enter your comment!
Please enter your name here