ବାଲେଶ୍ବର ଜିଲ୍ଲା କଞ୍ଚାପଡା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗାଁ  ନିକଟରୁ ଉଦ୍ଧାର କରାଯାଇଛି ବିରଳ ଗରୁଡ ପକ୍ଷୀ . ଶ୍ରୀଧର ନୋଡାଲ ୟୁପି ସ୍କୁଲ ନିକଟରେ ପକ୍ଷୀଟି ଉଡି ନପାରି ବସି ରହିଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଘରକୁ ଆଣିଛନ୍ତି. ନିକଟରେ ଶନି ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ ସରିଥିବା ବେଳେ ଗରୁଡ ପକ୍ଷୀର ଆବିର୍ଭାବ ଲୋକଙ୍କ ମନରେ ଆଧ୍ୟାତ୍ମିକ ଆବେଗ ସୃଷ୍ଟି କରିଛି.

LEAVE A REPLY

Please enter your comment!
Please enter your name here