ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ କୁଳପତି ନିଯୁକ୍ତି । ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ବଂଶୀଧର ମାଝୀ । ୩ ବର୍ଷ ପାଇଁ କୂଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ କାଞ୍ଚିପୁରମ IIITDMର ନିର୍ଦ୍ଦେଶକ ଅଛନ୍ତି ବଂଶୀଧର ମାଝୀ ।

LEAVE A REPLY

Please enter your comment!
Please enter your name here