ରାଜନଗର ପେଣ୍ଠ ସମୂଦ୍ର ବେଳାଭୂମୀରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ପର୍ଯ୍ୟଟକଙ୍କର ଗହଳି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏ ପଦକ୍ଷେପ ନିଆଯାଇଛି । ୧୫ ଦିନରେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସମୁଦ୍ରରେ ଗାଧୋଇବା ଉପରେ କଟକଣା ଲାଗିଛି । ନିୟମ ଉଲ୍କଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here