ବିଜେଡିକୁ ଦାମଙ୍କ ବାଣ । କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ମୁଖ୍ୟମନ୍ତ୍ରୀ ଫଶିଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଦାମୋଦର ରାଉତ । ବିଷ୍ଣୁ ଦାଶ ଏବଂ ପ୍ରଶାନ୍ତ ମୁଦୁଲି କାହିଁକି ମୋତେ ଦଳରୁ ବହିଷ୍କାର କରିବାକୁ ଚାହୁଁଛନ୍ତି ମୁଁ ଜାଣେ ନାହିଁ । ମୋତେ ବାହାର କରିବାକୁ ମାଷ୍ଟର ପ୍ଲାନ କାହାର ମୁଁ କହିପାରିବି ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଶୁଣନ୍ତୁ ଦାମଙ୍କ ପୁରା ପ୍ରତିକ୍ରୀୟା ।

LEAVE A REPLY

Please enter your comment!
Please enter your name here