ରକ୍ତରେ ହୋଲି ଖେଳିଲେ ଯୁବତୀ । ରାଜଧାନୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ହାତ କାଟି ହଙ୍ଗାମା କଲେ ଯୁବତୀ । କିଛି ସମୟ ଛିଡା ହୋଇ ପାଟି କରିବା ପରେ ଘଟଣାସ୍ଥଳରେ ପହଁଞ୍ଚିଥିଲା ପୋଲିସ । ରକ୍ତାକ୍ତ ଅବସ୍ଥାରେ ଗାଡିରେ ବସାଇ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଖାରବେଳନଗର ପୋଲିସ । । ତେବେ ଯୁବତୀ କାହିଁକି ହାତ କାଟିଲେ ତାର କାରଣ ଅସ୍ପଷ୍ଟ ରହିଛି । ତେବେ ପ୍ରେମ ବ୍ୟାପାରରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here