ସେପ୍ଟେମ୍ବର ଗାଇଡଲାଇନରେ ସପ୍ତାହାନ୍ତ ସଟଡାଉନ ଉଠିବା ପରେ ଏବେ ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ଖୋଲିବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ ନିଷ୍ପତ୍ତି ନେବ ବୋଲି କୁହାଯ଼ାଇଛି I ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସ୍ପଷ୍ଟ କରିଛି ପ୍ରଶାସନ I

LEAVE A REPLY

Please enter your comment!
Please enter your name here