ପୁଲଓ୍ଵାମାରେ ସେନା ଉପରେ ବଡ଼ ଧରଣର ଆତଙ୍କୀ ହମଲାରେ ପୂରା ଦେଶ ସ୍ତବ୍ଧ। ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଥିବା ସହିଦଙ୍କ ପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲରେ ହେବ ନିରବ ପ୍ରାର୍ଥନା । ଦିନ ୧୧ଟାରେ ୨ ମିନିଟର ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଗୁରୁବାର ଅପରାହ୍ନରେ ଜମ୍ମୁରୁ ଶ୍ରୀନଗର ଯାଉଥିବା ସମୟରେ ଆତଙ୍କୀ ହମଲାରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here