ଭୁବନେଶ୍ୱର ଉପକଣ୍ଠ ଲିଂଗିପୁର ସ୍ଥିତ ଇନ୍ଦିରା କଲୋନୀ ସେଣ୍ଟ ଜାଭିଅର ପ୍ଲେ ସ୍କୁଲରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ମନ୍ତ୍ରପାଠ, ଧୂପଦୀପ ଓ ହୋମଯଜ୍ଞ ଭିତରେ କୁନି କୁନି ଶିଶୁମାନେ ବିଦ୍ୟାଦାତ୍ରୀଙ୍କ ପୂଜା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here