ଆସୁଛି ନୂଆଁଖାଇ । ଉତ୍ସବ ମୁଖର ପଶ୍ଚିମ ଓଡିଶା । ଆସନ୍ତା ୧ ତାରିଖରେ ପଶ୍ଚିମଓଡିଶାବାସୀ ପାରମ୍ପରୀକ ଭାବେ ନୂଆଁ ଖାଇ ପାଳନ କରିବେ । ତେବେ ୧ ତାରିଖରେ ସରକାରୀ ଛୁଟି ଥିଲେ ମଧ୍ୟ ନୂଆଁଖାଇ ପରଦିନ ସମ୍ବଲପୁର ଓ ବରଗଡ ଦୁଇଟି ଜିଲ୍ଲାରେ ସରକାର ଛୁଟି ଘୋଷଣା କରିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ହୋଇଥିବା ଏହି ଘୋଷଣା ଅନୁଯାୟୀ ଏହି ଦୁଇଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ , ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here