ରାଜ୍ୟରେ ଆଜି ୩୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୦୧୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୨୬ । ଖୋର୍ଦ୍ଧାରୁ ୬୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫୯ , କନ୍ଧମାଳ-୧୦୩, କେନ୍ଦ୍ରାପଡା-୧୦୧, ଯାଜପୁର-୧୩୦, ଷ୍ଟେଟପୁଲ-୧୫୪, ବାଲେଶ୍ୱର-୧୫୨, ଅନୁଗୁଳ-୧୦୦, ପୁରୀ-୧୩୨, ବରଗଡ-୧୧୧, ବଲାଙ୍ଗିର-୧୧୪, ଭଦ୍ରକ-୯୫, ମୟୂରଭଞ୍ଜ-୧୪୧, ସମ୍ବଲପୁର-୧୩୧, ସୋନପୁର-୯୪, ସୁନ୍ଦରଗଡ-୮୧,ବୌଦ୍ଧ-୧୦, ଦେଓଗଡ- ୧୩, ଢେଙ୍କାନାଳ-୪୭, ଗଜପତି-୧୮, ଗଞ୍ଜାମ-୫୪, ଜଗତସିଂହପୁର-୭୮, ନବରଙ୍ଗପୁର-୮୯, ନୟାଗଡ-୮୮, ନୂଆପଡା-୮୭, ଯାଜପୁର-୧୩୦, ଝାରସୁଗୁଡା-୭୭, କଳାହାଣ୍ଡି-୭୬, କେନ୍ଦୁଝର-୯୭, କୋରାପୁଟ-୫୨, ମାଲକାନଗିରି ଓ ରାୟଗଡାରୁ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି

LEAVE A REPLY

Please enter your comment!
Please enter your name here