ଆଜିଠୁ ୪ଦିନ ବନ୍ଦ ରହିବ ବ୍ୟାଙ୍କ । ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ । ୟୁନାଇଟି ଫୋରମ ଅଫ ବ୍ୟାଙ୍କ ୟୁନିୟନ ଦୁଇଦିନିଆ ବନ୍ଦ ଡାକରା ଦେଇଛି । ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି । ଫଳରେ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ତା ପରଦିନ ରବିବାର ଥିବାରୁ ଦୁଇ ତାରିଖ ମଧ୍ୟ ବ୍ୟାଙ୍କ ଛୁଟି ରହିବ । ଫଳରେ ଚଳିତ ସପ୍ତାହରେ ଲଗାତାର ଭାବେ ୪ଦିନ ଧରି ଗ୍ରାହକ ମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ ।

LEAVE A REPLY

Please enter your comment!
Please enter your name here