ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁୟାରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରଜଭବନ ଉଦ୍ୟାନ ସମସ୍ତଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେହ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ । ତେବେ ୪ଟା୩୦ ପରେ ଉଦ୍ୟାନ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଉଦ୍ୟାନ ମଧ୍ୟରେ ଥିବା ୱାଟର ଫାଉଣ୍ଟେନ , ମୁ୍ୟଜିକାଲ ଫାଉଣ୍ଟେନ , ଗୋଲାପ ଉଦ୍ୟାନ ଓ ହରିଣ ପାର୍କ ଭଳି ପ୍ରଭୃତି ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ ।

LEAVE A REPLY

Please enter your comment!
Please enter your name here