ପ୍ରଥମଯାତ୍ରୀ ଭାବେ ଜାପାନର ୟୋସାକୁ ମେଜାୱା ଚନ୍ଦ୍ରକୁ ଯିବେ । ଏନେଇ ସ୍ପେସ୍ ଏକ୍ସ କମ୍ପାନୀର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି । ଏଥିଲାଗି ୯୦ ମିନିଟର ଉଡାଣ ପାଇଁ ପ୍ରାୟ ୨୫୦ ହଜାର ଡଲାର ଖର୍ଚ୍ଚ ହେବ । ୧୯୭୨ ଆପୋଲୋ ମିଶନ ପରେ ମେଜୱା ପ୍ରଥମ ଯାତ୍ରୀ ହେବାର ସୌଭାଗ୍ୟ ଲାଭ କରିବେ । ସ୍ପେସ୍ ଏକ୍ସ ଦ୍ୱାରା ନିର୍ମିତ ହୋଇଥିବା ଫାଲକନ ହେଭି ରକେଟ ୬୩,୮୦୦ କିଗ୍ରା ଓଜନ ନେବାକୁ ସକ୍ଷମ ବୋଲି ମସ୍କ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here