ବାଲେଶ୍ୱର,ତିର୍ତ୍ତୋଲ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ସ୍ୱରୂପ ଦାସ ହେଲେ ବାଲେଶ୍ୱର ପାଇଁ ପ୍ରାର୍ଥୀ । ଏବଂ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ।

LEAVE A REPLY

Please enter your comment!
Please enter your name here