ଉମରକୋଟର କଂଗ୍ରେସ ନେତା ପରେଶ ପୂଜାରୀ ଓ ବିଜେପିର ପର୍ଶୁରାମ ଗଣ୍ଡ ବିଜୁ ଜନତା ଦଳରେ ଯ଼ୋଗଦେଇଛନ୍ତି. ନବୀନ ନିବାସରେ ଦୁଇ ନେତା ସେମାନଙ୍କ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବା ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରିଛନ୍ତି. ନବୀନଙ୍କ ନେତୃତ୍ବରେ ରାଜ୍ୟରେ ବିକାଶ ହୋଇପାରିବ ବୋଲି ସେମାନେ କହିଛନ୍ତି.

LEAVE A REPLY

Please enter your comment!
Please enter your name here