ପାରା ଅଲିମ୍ପିକ୍ସରେ ଭାବିନା ପଟେଲଙ୍କ ପରେ ନିଷାଦ ହାସଲ କରିଛନ୍ତି ରୌପ୍ୟ ପଦକ । ହାଇଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି । ଏହାକୁ ମିଶାଇ ଚୋକିଓ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା 2କୁ ବୃଦ୍ଧି ପାଇଛି । ସକାଳେ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ପାଇଥିଲେ ।

LEAVE A REPLY

Please enter your comment!
Please enter your name here