ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ବାଜି ମାରିଲେ ପୂର୍ବତନ ଆଇଏସ ଅଫିସର ଅସିତ୍ ତ୍ରିପାଠୀ । ତାଙ୍କୁ ମୋଟ୍ ୮୫୮ ଖଣ୍ଡ ଭୋଟ ମିଳିଛି । ସତ୍ୟପ୍ରକାଶ ନନ୍ଦଙ୍କୁ ହରାଇ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବରେ ଅସିତଙ୍କ ପ୍ୟାନେଲର ଦିଲ୍ଲୀପ ରାଉତରାୟ ବିଜୟ ହୋଇଛନ୍ତି । ଦିଲ୍ଲୀପଙ୍କୁ ୭୨୩ ଖଣ୍ଡ ଭୋଟ ମିଳିଛି । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ମାନସ ଦାଶ । ଏବଂ ଅନ୍ୟ ପଦବୀ ପାଇଁ ମଧ୍ୟ ଭୋଟ ଗଣତି ଜାରି ରହିଛି । ଉପସଭାପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ମହେନ୍ଦ୍ର ଗୁପ୍ତା

LEAVE A REPLY

Please enter your comment!
Please enter your name here