ଦିଲ୍ଲୀ ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା । ବଢିଲା ଅଭିଯୁକ୍ତ ଆଫତାବର ବିଚାର ବିଭାଗୀୟ ହାଜତ ଅବଧି । ୧୪ଦିନ ଅବଧି ବଢାଇଲେ ଦିଲ୍ଲୀ ସାକିତ କୋର୍ଟ । ହାଜତରେ କିଛି ଆଇନ ବହି ପଢିବାକୁ ମାଗିଛି ଆଫତାବ । ଏହାସହ ଆଫତାବକୁ ଶୀତ ବସ୍ତ୍ର ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦିଲ୍ଲୀରେ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ଅତି ନୃଶଂସଭାବେ ହତ୍ୟା କରିଥିଲା ଆଫତାବ । ମରଶରୀରକୁ ୩୫ ଖଣ୍ଡ କରିବା ପରେ ଫ୍ରିଜ୍‌ରେ ରଖିଥିଲା । ପରେ ଜଙ୍ଗଲରେ ଏଣେତେଣେ ଫିଙ୍ଗିଦେଇଥିଲା ଅଭିଯୁକ୍ତ

LEAVE A REPLY

Please enter your comment!
Please enter your name here