ବିଦେଶୀ ମାଟିରେ ଗତ ତିନି ମାସ ମଧ୍ୟରେ ସଫଳତା ହାସଲ କରିଥିବା ଭାରତୀୟ ଟିମ ବୁଧବାର ଟି-20 ମ୍ୟାଚ ଖେଳିବ. ଟି-20 ସିରିଜ କବଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ. ଭାରତୀୟ ସମୟ ଅନୁସାରେ ଦିନ 12.30ରେ ଏହି ମ୍ୟାଚ ଆରମ୍ଭ ହେବ. ଟି-20ରେ ଅଧିନାୟକ ବିରାଟ କୋହଲୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ଜାଗାରେ ରୋହିତ ଶର୍ମା ଅଧିନାୟକତ୍ୱ କରିବେ. ତେବେ ଅଷ୍ଟ୍ରେଲିଆରେ ଇତିହାସ ରଚିବା ପରେ ୱେଲିଂଟନରେ ଦିନିକିଆ ସିରିଜକୁ 4-1ରେ ଜିତିଥିବା ଭାରତୀୟ ଟିମ୍ ଏବେ ତ୍ରିସ୍ତରୀୟ ବିଶିଷ୍ଟ ଟି-20 ସିରିଜ ବିଜୟ ପାଇଁ ଖେଳିବ.

LEAVE A REPLY

Please enter your comment!
Please enter your name here