ମାଓ ନେତା ସବ୍ୟସଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ( ମିଲି ପଣ୍ଡା ) ଏବଂ ନୀଳଗିରୀ ରାଣୀ ମନୋଜ ମଞ୍ଜରୀ ଦେବୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ।

ମିଲି ପଣ୍ଡା 2014ରେ ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ପାର୍ଟି ଆମ ଓଡିଶା ପାର୍ଟି ତରଫରୁ ରଣପୁରରୁ ନିର୍ବାଚନ ଲଢିଥିଲେ ମାତ୍ର ତାଙ୍କୁ ମାତ୍ ଖାଇବାକୁ ପଡିଥିଲା । ସୋମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେବା ପରେ ମିଲି ଦଳ ପରିତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here