ଆସନ୍ତା ଅକ୍ଟୋବର ୧୧ ରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ଫିପା ମହିଳା ଫୁଟବଲ ଲାଗି ଖେଳ ସୂଚୀ ପ୍ରକାଶ ପାଇଛି । ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍ ଏରେ ସ୍ଥାନ ପାଇଛି । ଭାରତ ବ୍ୟତିତ ଗୁପ୍ ଏରେ ଆମେରିକା, ମରୋକୋ, ବ୍ରାଜିଲ ରହିଛନ୍ତି । ଏହି ଖେଳ ତାଲିକାରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ହେବାକୁ ଥିବା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here