ବିଳାସପୁର ଆପୋଲ ହସ୍ପିଟାଲରୁ ଡିସଚାର୍ଜ ହେଲା ବହୁଚର୍ଚ୍ଚିତ ରାହୁଲ ସାହୁ । ୫ଦିନ ବୋରୱେଲରେ ଫସିଲା ପରେ ଗତ ୧୪ ରାତିରେ ଉଦ୍ଧାର ହୋଇଥିଲା । ଗତ ୧୪ ତାରିଖରୁ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ଡିସଚାର୍ଜ ହୋଇ ଘରକୁ ଫେରିଲା ରାହୁଲ । ମେଡିକାଲରେ ଜାଞ୍ଜବୀର ଜିଲ୍ଲାପାଳ , ବିଳାସପୁର ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଛନ୍ତି । ବିଳାସପୁର ଏସପିଙ୍କ ପକ୍ଷରୁ ଗିଫ୍ଟ ଆକାରରେ ସାଇକେଲ ଓ ଚକୋଲେଟ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here