ଆଜି ଆଇପିଏଲର ଫାଇନାଲ ଟକ୍କର । ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ଚଳିତ ସିଜନ୍‌ର ଦୁଇ ହେଭିୱେଟ୍ ଟିମ୍। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ଟକ୍କର । କିଏ ହେବ ଆଇପିଏଲ ୨୦୨୨ର ଚାମ୍ପିୟନ । ଆଇପିଏଲରେ ପ୍ରଥମ ପଦାର୍ପଣ କରିଥିବା ଗୁଜୁରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ । ଆଜି ରାତି ୮ଟାରେ ଏହି ଫାଇନାଲ ମୁକାବିଲା ଆରମ୍ଭ ହେବ। ତେବେ ଏଥର ଆଇପିଏଲ୍‌-୧୫ ମହା ମୁକାବିଲାରେ ଇତିହାସ ସୃଷ୍ଟି ହେବ ନା ପୁଣି ଇତିହାସ ଦୋହରିବା ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here