ପାଳିତ ହୋଇଛି 30ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ. ରାସ୍ତାରେ ଗଲାବେଳେ କିପରି ସତର୍କତା ଅବଲମ୍ବନ କରିବା ଉଚିତ, ସେ ନେଇ ଅବଗତ କରାଯାଇଛି. ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବାର୍ତ୍ତା ଦେଇ ଲୋକମାନଙ୍କୁ ସଚେତନତା କରାଯାଇଛି. ଗାଡି ଚଲାଇବା ବେଳେ ମୋବାଇଲ ଫୋନକୁ ବ୍ୟବହାର ନ କରିବା ଏବଂ ସବୁବେଳେ ମୁଣ୍ଡରେ ହେଲମେଟ ପିନ୍ଧି ଗାଡି ଚଲାଇବା ଉଚିତ ବୋଲି ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଯାଇଛି. ତେବେ ଏହି ରାଲି କିଟ କ୍ୟାମ୍ପସରୁ ବାହାରି ପଟିଆ ଛକ ଆରଟିଏ ଟେଷ୍ଟିଂ ପଡିଆ ପର୍ଯ୍ୟନ୍ତ ଯାଇଥିଲା ଓ ଏଥିରେ ଅନେକ ଲୋକ ଯୋଗ ଦେଇଥିଲେ.

LEAVE A REPLY

Please enter your comment!
Please enter your name here