ହକି ପାଇଁ ରାଉରକେଲ. ଭୁବନେଶ୍ୱରରେ ପ୍ରବଳ କ୍ରେଜ୍ । ଆଜି ସକାଳୁ ଟିକେଟ ପାଇଁ ୨ ସହରରେ ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ । ରାଉରକେଲାରେ ଲମ୍ବା ଲାଇନ୍‌ରେ ଛିଡା ହୋଇଛନ୍ତି ଶହ ଶହ ଲୋକ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଗେଟ୍ ନମ୍ବର ୮ରେ ଟିକେଟ ମିଳୁଛି । ଦିନ ୧୧ଟା ରୁ ସଂଧ୍ୟା ୭ଟା ମଧ୍ୟରେ ଟିକେଟ୍ ମିଳୁଛି । ତେବେ କେତେ ଟିକେଟ ବିକ୍ରୀ ହେବ ସ୍ପଷ୍ଟ ହୋଇନଥିବାରୁ ଆଶା ଆଶଙ୍କାରେ ହକି ପ୍ରେମୀ ରହିଛନ୍ତି । ଜାନୁଆରୀ ୧୩ରୁ ଓଡିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ

LEAVE A REPLY

Please enter your comment!
Please enter your name here