ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ଗୁଡଲି ରଥ ହାତ ଧରିଛନ୍ତି । ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି ଗୁଡଲି । ଚେଲ୍ଲା କୁମାର ଓ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଣ୍ଠଶିଳ୍ପୀ ପମି ମିଶ୍ର , ଗୁଡଲି ରଥ , ରଶ୍ମୀତା ସାହୁ ଏବଂ କାକଟପୁର ନିର୍ବାଚନମଣ୍ଡଳୀର ସ୍ୱଳ୍ପଲିପ୍ସା ମହାନ୍ତି , ବିଶ୍ୱଜିତ ଲେଙ୍କାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here