ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ନୂଆ ଖୁଲାସା । । ଧରାପଡିଲା ମିଛ । ଏସଆଇଟି ତଦନ୍ତ ମନିଟର ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ ମିଳିନି ଚିଠି । ରାଜ୍ୟ ସରକାର ସିଟିଂ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ ମିଳିନି ଚିଠି । ସୂଚନାଅଧିକାର ଆଇନ ବଳରେ ହାଇକୋର୍ଟରୁ ପ୍ରାପ୍ତ ସୂଚନାରୁ ଏହା ସ୍ପଷ୍ଟ । ସୂଚନାଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ମାଗିଥିଲେ ତଥ୍ୟ । ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି । ଏନେଇ ହାଇକୋର୍ଟର ଜନସୂଚନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here