ବାଇଡେନ ରାଜରେ ୫ ଲକ୍ଷ ଭାରତୀୟ ପ୍ରବାସୀ ଆମେରିକାର ନାଗରିକତ୍ୱ ପାଇପାରିବେ । ଏଥିରେ ୧.୧ କୋଟି ଅଜ୍ଞାତ ପ୍ରବାସୀମାନଙ୍କ ପାଇଁ ନାଗରିକତ୍ୱ ରୋଡମ୍ୟାପ ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ। ଏହି ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପାଞ୍ଚ ଲକ୍ଷ ଭାରତୀୟ ନାଗରିକତ୍ୱ ପାଇପାରିବେ । ପ୍ରତିବର୍ଷ ୯୫ ହଜାର ଲୋକଙ୍କୁ ଆମେରିକା ଆସିବାକୁ ଅନୁମତି ଦିଆଯିବ । ଜାରି କରାଯାଇଥିବା ପଲିସି ପେପରରେ ଏହି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here