ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ସହ ଆଲୋଚନା କରିଛନ୍ତି ଆମିକସ କ୍ୟୁରି । ଗଜପତିଙ୍କ ଶ୍ରୀନଅରରେ ହୋଇଥିବା ଆଲୋଚନାରେ ଶ୍ରୀ ମନ୍ଦିର ସଂସ୍କାର ଉପରେ ଗୁରୁତ୍ୱ ଦିଆ ଯାଇଛି । ଆଲୋଚନା ପରେ ଗଜପତି କହିଛନ୍ତି,ଶ୍ରୀମନ୍ଦିରର ପ୍ରଶାସନିକ,ଧାର୍ମିକ ଓ ସେବୟତଙ୍କ ସେବା କ୍ଷେତ୍ରରେ ସଂସ୍କାରର ଆବଶ୍ୟକ ରହିଛି । ୧୯୬୦ ରେ ସରକାର ଶ୍ରୀମନ୍ଦିର ଦାୟିତ୍ୱ ହାତକୁ ନେଇଥିଲେ ମଧ୍ୟ ସଂସ୍କାର ପ୍ରତି ଗୁରୁତ୍ୱ ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here