ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ(ବିଡିଏ)ର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା. ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି. ଆବାସ ଓ ସହର ବିକାଶ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜାଗାରେ ଅନନ୍ତ ଏହି ନୂଆ ଦାୟିତ୍ୱ ସମ୍ଭାଳିବେ. ମେୟର ପଦରେ ଥିବା ଅନନ୍ତ ବିଧାନସଭା ନିର୍ବାଚନରେ ବିଜେଡିରୁ ଟିକେଟ ପାଇପାରନ୍ତି ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here