ସୋମବାର ସଂପୂର୍ଣ୍ଣ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ଯୁବ ମୋର୍ଚ୍ଚା. 4 ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି. ବନ୍ଦ ଡାକରାକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ପିକେଟିଂ କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର କର୍ମୀ. ବିଭିନ୍ନ ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ଏହି ବନ୍ଦ ଡାକରା ଦେଇଛି. ଅନ୍ୟପଟେ ଏହି ବନ୍ଦ ଡାକରାରେ ମନଖୁଣ୍ଡା ପୋଲିସ ବିଜେପି ଯୁବ ମୋର୍ଚ୍ଚାର ସଭାପତିଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି.

LEAVE A REPLY

Please enter your comment!
Please enter your name here