ଘାତକ ହେଉଛି ମାଞ୍ଜା ସୂତା । ନିକଟରେ ମାଞ୍ଜା ସୂତାରେ ସୁନାର ସଂସାର ଉଜୁଡି ଯାଇଥିବାବେଳେ ଆଜି ପୁଣି ମାଞ୍ଜା ସୂତାରେ ୩ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ଡୁମଡୁମା ପାଲା ମଣ୍ଡପ ପାଖରେ ଘଟିଛି ଅଘଟଣ । ମାଞ୍ଜା ସୂତାକୁ ଜବତ କରି ପୋଲିସ ତନାଘନା ଚଳାଇଛି । ପୂର୍ବରୁ କଟକ ଏବଂ ପୁରୀରେ ଦୁଇ ଜଣ ଯୁବକ ମାଞ୍ଜା ସୂତାରେ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here