ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଭୁବନେଶ୍ୱରରେ ଏହାର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଏହାକୁ ଉଦଘାଟନ କରିଛନ୍ତି ଏଡିଏମ ନିର୍ମଳ ମିଶ୍ର. ଏହି ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ  ଭୋଟ ସଂପର୍କିତ ବାର୍ତ୍ତା ପ୍ରଦାନ କରାଯିବ ଏବଂ ସେମାନେ କିପରି ଇଭିଏମ ଓ ଭିଭିପାଟ ମେସିନ ମାଧ୍ୟମରେ ଭୋଟ ଦେବେ ସେ ସଂପର୍କରେ ଅବଗତ କରାଯିବ. ଏହା 20 ଦିନ ଧରି ଚାଲିବ. ଏହାଛଡା ଏହି ସଚେତନତା ଗାଡି 16ଟି ମ୍ୟୁନିସିପାଲଟିରେ ବୁଲି ଲୋକଙ୍କୁ ଭୋଟ ସଂପର୍କରେ ଅବଗତ କରାଇବ.

LEAVE A REPLY

Please enter your comment!
Please enter your name here