କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବସ୍ତିଠାରେ ୨୫ ଲିଟର ବିଦେଶୀ ମଦ ଜବତ କରାଯାଇଛି । ସ୍ଥାନୀୟଲୋକେ ମଦ ଜବତ କରି କର୍ଲାମୁଣ୍ଡା ଫାଣ୍ଡିକୁ ହସ୍ତାନ୍ତର କରିଥିଲେ । ତେବେ ମ.ରାମପୁର ଥାନାରେ କେସ ନଂ ୩୭/୨୦୨୦ ରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଏହି ମାମଲାରେ ୨ ଅଭିଯୁକ୍ତ ଛୋଟ କୁମାର ଓ ସୁମନ୍ତ କୁମାର ଯାଦବକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । (ରିପୋର୍ଟ : କୁଞ୍ଜ ସାହୁ)

LEAVE A REPLY

Please enter your comment!
Please enter your name here