ବାଲେଶ୍ବର FM କଲେଜରେ ଅଭାବନୀୟ ଘଟଣା। କଲେଜ ଗେଟ୍ ଆଗରେ ନିଜ ଦେହରେ ନିଆଁ ଲଗାଇଲେ ଛାତ୍ରୀ। B.EDର ଦ୍ବିତୀୟ ବର୍ଷର ଛାତ୍ରୀ HODଙ୍କ ଦୁର୍ବ୍ୟବହାର ସହି ନପାରି ନିଆଁ ଲଗାଇଲେ। ଦୁର୍ବ୍ୟହାର ଅଭିଯୋଗରେ ଧାରଣାରେ ବସିଥିଲେ। ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ଏହି କାରଣ କୁ ନେଇ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବଡ ନିର୍ଦ୍ଦେଶ । ସସପେଣ୍ଡ ହେଲେ ଏଫମ କଲେଜ ପ୍ରିନ୍ସିପାଲ ଓ ସଂପୃକ୍ତ HOD ।

LEAVE A REPLY

Please enter your comment!
Please enter your name here