ଜମିବାଡିକୁ କେନ୍ଦ୍ର କରି ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଯାଜପୁର ଜିଲ୍ଲା ଅଧିନସ୍ଥ ମଙ୍ଗଳପୁର ଥାନା ଅନ୍ତର୍ଗତ ପାଲଟପୁର କୁମ୍ଭାରସାହିରେ ଘଟିଛି । ରାଧେଶ୍ୟାମ ବେହେରାଙ୍କୁ ତାଙ୍କ ସାନ ପୁଅ ଗୋପିନାଥ ହତ୍ୟା କରିବା ପରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here