କିଛି ବର୍ଷ ହେବ ସୋସିଆଲ୍ ମିଡିଆରେ ଛେଳିଙ୍କୁ ବଳୀ ଦେବାର ଦୃଶ୍ୟକୁ ଖୋଲାଖୋଲି ଭାବେ ପ୍ରଦର୍ଶିତ କରାଯାଉଥିଲା. ବୁଧବାର ସାରାଦେଶ ଇଦ୍ ପାଳୁଥିବାବେଳେ ଉତ୍ତରପ୍ରଦେଶରେ ଖାଦ୍ୟପାଇଁ ପଶୁହତ୍ୟାକୁ ବନ୍ଦ କରାଯାଇଛି. ପଶୁଙ୍କୁ ବଳୀଦେବା ସମୟରେ ଫଟୋ ଉଠାଇବାକୁ ନିଷେଦ୍ଧ କରାଯାଇଛି. ପଶୁମାନଙ୍କୁ ଖୋଲାଖୋଲି ବଳୀ ନ ଦେବା ଓ ସେମାନଙ୍କ ରକ୍ତ ଯେପରି ଡ୍ରେନରେ ନ ଯାଏ ସେ ସବୁକୁ ନଜରରେ ରଖିବାପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here