ନନ୍ଦନକାନନରେ ୮ବର୍ଷର ଆଫ୍ରିକୀୟ ସିଂହର ମୃତ୍ୟୁ ଘଟିଛି ।  ସୂଚନା ଅନୁସାରେ ସିଂହଟି ଅସୁସ୍ଥ ଥିଲା । ବୁଧବାର ତାର  ଚିକିସôା ଚାଲିଥିବାବେଳେ ସିଂହର ମୃତ୍ୟୁ ଘଟିଛି । ଏହି ଆଫ୍ରିକୀୟ ସିଂହକୁ ୨୦୧୫ ମସିହାରେ ଇସ୍ରାଏଲର ତେଲଆଭିଭରୁ ଅଣାଯାଇଥିଲା  ।

LEAVE A REPLY

Please enter your comment!
Please enter your name here