ପୋଖରୀରେ ଗାଧେଇଲାବେଳେ ଖସିପଡଲା ବିଦ୍ୟୁତ୍ ତାର । ଗଞ୍ଜାମ ଜିଲ୍ଲା ଗୁଡଆଳି ଗାଁ ରେ ଥିବା ଝୋଲରି ପୋଖରୀରେ ବୁଧବାର ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚ ଲୋକମାନଙ୍କୁ ଉଦ୍ଧାର କରିଛି । ଆହତମାନଙ୍କୁ ଆସିକା ଓ କବିସୂର୍ଯ୍ୟନଗର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here