ମୋଦି ସରକାର ଆରମ୍ଭ କରିଥିବା ‘ଭାରତ କେ ମନ୍ କି ବାତ୍’ ଅଭିଯାନ ଏବେ ଓଡିଶାରେ ଆରମ୍ଭ ହୋଇଛି. ଏଥିରେ ବିଜେପି ସରକାର ଜନତାଙ୍କ ପାଇଁ କେଉଁ ପ୍ରକାର ସୁବିଧା ଉପଲବ୍ଧ କରାଉଛନ୍ତି ତାହା ବର୍ଣ୍ଣନା କରାଯାଇଛି. ‘ସବକା ସାଥ ସବକା ବିକାଶ’ ସୂତ୍ରରେ ବିଜେପି ସରକାର ଦେଶର ବହୁମୂଖୀ ବିକାଶ ପ୍ରତି ସଂପୂର୍ଣ୍ଣ ଭାବେ ସମର୍ପିତ ବୋଲି କୁହାଯାଇଛି. ଭାରତ କେ ମନ୍ କି ବାତ୍, ମୋଦି କେ ସାଥ୍ ଅଭିଯାନ ଏହାର ଆଉ ଏକ ଅଧ୍ୟାୟ. ନୂତନ ଭାରତ ନିର୍ମାଣ କ୍ଷେତ୍ରରେ ଜନତାଙ୍କୁ ଦୃତ ଗତିରେ ଚାଲିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅଭିଯାନରେ ପ୍ରକାଶ ପାଇଛି.

LEAVE A REPLY

Please enter your comment!
Please enter your name here