ଆଜ୍ଞା ହଁ, ଟମାଟୋ କିଲୋପ୍ରତି 11 ହଜାର ଟଙ୍କା. ଏହାଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ. ହେଲେ ବେନେଜୁଏଲାରେ ଏବେ ଏଭଳି ଆର୍ଥିକ ସଂକଟ ଆସିଛି ଯେ, ସାମାନ୍ୟ ଚାଉଳ ପାଇଁ ଜଣେ ଆଉ ଜଣଙ୍କ ହତ୍ୟା କରିବାକୁ ମଧ୍ୟ ପଛାଉନାହିଁ. ଏସବୁ ପରେ ବି ତାଙ୍କ ଦେଶ ଭିକାରୀ ବୋଲି ବେନେଜୁଏଲାର ରାଷ୍ଟ୍ରପତି ମାନିବାକୁ ନାରାଜ. ବର୍ତ୍ତମାନ ସେଠାରେ ଚିକେନ କିଲୋ ପିଛା 10277 ଟଙ୍କା ଥିବା ବେଳେ କୌଣସି ରେସ୍ତୋରାଁରେ ଖାଇଲେ ସାମାନ୍ୟ ଖର୍ଚ୍ଚ 34 ହଜାର ଟଙ୍କା, ଗୋଟିଏ ଡର୍ଜନ ଅଣ୍ଡାର ଦାମ 6535 ଟଙ୍କା, ଟମାଟୋ କିଲୋ 11 ହଜାର ଟଙ୍କା, ଆଳୁ କିଲୋ 17 ହଜାର ରହିଛି.

 

LEAVE A REPLY

Please enter your comment!
Please enter your name here