ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ରାୟଗଡ ଜିଲ୍ଲାରେ ମାଟ୍ରିକ  ପାସ ହାର  ୬୦.୮୯ ପ୍ରତିଶତ ରହିଛି । ସେହିପରି ଗୁଣପୁର ଶିଶୁ ମନ୍ଦିରର ଶିବପ୍ରତିମ ଦାଶ ୫୪୫ ମାର୍କ  ଓ ଗୁଣପୁର ଲକ୍ଷଣ ନାୟକ ହାଇସ୍କୁଲରେ ସ୍ୱୟଂଶୁ ପଟ୍ଟନାୟକ ୫୪୫ ନମ୍ବର ରଖି କୃତକାର୍ୟ୍ୟ ହାସଲ କରିଛନ୍ତି । ମୁନିଗୁଡା ହାଇସ୍କୁଲରେ ଅଶୁଂମାନ ନାୟକ ୫୪୪ ମାର୍କ ରଖି ତୃତିୟ ସ୍ଥାନରେ ରହିଥିବାବେଳେ  ଚତୁର୍ଥ ସ୍ତାନରେ ଏ. ପ୍ରିୟଙ୍କା  ଆଚାରି ୫୪୦ ମାର୍କ, ଦିବାକର ସରକାର ୫୪୦ ମାର୍କ ରଖି କୃତକାର୍ୟ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here