ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ରାଜ୍ୟରେ ମୋଟ ପାସ ହାର ୭୦% ଥିବାବେଳେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ପାସ ହାର ୫୮% ରହିଛି । ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିମେଳାର ଛାତ୍ର ଶକ୍ତି ପ୍ରସାଦ ରାଉତ ୯୦ % ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସମେତ ଶକ୍ତିଙ୍କ ବାପା ମା’ ବେଶ ଖୁସି ଜାହିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here