ପିପିଲିରେ ବିଜେପି ନେତାଙ୍କ ଘରକୁ ବୋମାମାଡ । ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘରକୁ ବୋମାମାଡ ହୋଇଥିବା ସୁଚନା ମିଳିଛି । ବିଳମ୍ବିତ ରାତିରେ ବଳଙ୍ଗା ଥିବା ତାଙ୍କ ବାସଭବନ ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯ଼ୋଗ ହୋଇଛି । ବୋମାମାଡ଼ରେ କେହି ମତାହତ ହୋଇନଥିବା ବେଳେ ଆଶ୍ରିତଙ୍କ ଘରର କବାଟ ଭାଙ୍ଗି ଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here