ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଭଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍ ୯ତାରିଖରେ ଦିଲ୍ଲୀରେ ଭେଟିବା ନେଇ ସମ୍ଭାବନା ରହିଛି । ନିର୍ବାଚନ ଫଳାଫଳ ପରେ ଏହା ହେବ ମୋଦି ନବୀନଙ୍କ ପ୍ରଥମ ସାକ୍ଷାତ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଲାପରେ ମୋଦୀଙ୍କୁ ଭେଟିବେ ନବୀନ । ଜୁନ୍ ୮ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ । ତେବେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଦାବୀ ଜଣାଇବେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେତେଜଣ କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ।

LEAVE A REPLY

Please enter your comment!
Please enter your name here