ତେରବର୍ଷରୁ କମ ବୟସର ପିଲାଙ୍କୁ ଯୌନ ଶୋଷଣକାରୀଙ୍କୁ ମିଳିବ କଠୋର ଦଣ୍ଡ. ଦୋଷୀକୁ ନପୁଂସକ ଇଂଜେକ୍ସନ ଦେବାକୁ ତିଆରି ହେଲା ଆଇନ. ଆମେରିକାର ଆଲବାମା ରାଜ୍ୟରେ ଏଭଳି ଆଇନ ଗୃହୀତ ହୋଇଛି. ଧର୍ଷଣ ଭଳି ଅପରାଧ ରୋକିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି. କେମିକାଲି କାଷ୍ଟ୍ରାଟେଡ ବିଧେୟକ ଅନୁମୋଦନ ଲାଭ କରିବା ପରେ ଆଲବାମା ଗଭର୍ଣ୍ଣର ଏହାକୁ ସ୍ବୀକୃତି ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here