ରେକର୍ଡ ଭାଙ୍ଗିଲା ସୁନା ଦର । ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଁଞ୍ଚିଛି ସୁନାର ମୂଲ୍ୟ । ଗ୍ଲୋବାଲ ମାର୍କେଟ ଏବଂ ଭାରତୀୟ ବଜାରରେ କ୍ରମାଗତ ଭାବେ ସୁନା ଦର ବଢିବାରେ ଲାଗିଛି । ଗତ ୬ଦିନ ଧରି ଲଗାତର ଦର ବୃଦ୍ଧି ପାଉଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୩୪ ହଜାର ୪୫୦ ଟଙ୍କା ହୋଇଛି । ଗତ କିଛି ଦିନ ହେବ ଆମେରିକା ଏବଂ ଇରାନ ମଧ୍ୟରେ ଲାଗିଥିବା ଉତ୍ତେଜନା ଆମେରୀକା ଚିନ୍ ମଧ୍ୟରେ ଟ୍ରେଡୱାର ଏବଂ ଗ୍ଲୋବାଲ ଇକୋନୋମିରେ ଖରାପ ପ୍ରଦର୍ଶନ ଯୋଗୁଁ ନିବେଶକ ମାନେ ସେୟାର ମାର୍କେଟରୁ ଦୁରରେ ରହିବାକୁ ପସନ୍ଦ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here